ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ମନ୍ତ୍ରୀମଣ୍ଡଳରେ ତୃତୀୟ ଥର ପାଇଁ ହୋଇଛି ଅଦଳବଦଳ। ଖାଲି ପଡ଼ିଥିବା ବିଭାଗରେ ନିଯୁକ୍ତ ହୋଇଛନ୍ତି ମନ୍ତ୍ରୀ। ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥବିଭାଗ,ଶାରଦା ନାୟକଙ୍କୁ ଶ୍ରମ ବିଭାଗ ମିଳିଥିବା ବେଳେ ସୁଦାମ ମାର୍ଣ୍ଡିଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ମନ୍ତ୍ରୀ କରାଯାଇଛି। କିଛି ଜିଲ୍ଲାର ନେତାଙ୍କ…