ନ୍ୟୁଜ୍, ପଲିଟିକ୍ସ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କଥାକୁ ଗୁରୁତ୍ୱ ଦେଉନାହାଁନ୍ତି BJD-BJP ! November 19, 2018 ଭୁବନେଶ୍ୱର: ଦେଶର ବିକାଶରେ ସବୁଠୁ ବଡ଼ ବାଧକ ସାଜୁଛି ଅମଲାତନ୍ତ୍ର,ଏଥିରେ ସୁଧାର ଆଣିବା ଆବଶ୍ୟକ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। IIM(ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ) ଅହମ୍ମଦାବାଦର ଭାରତର ସାମଗ୍ରିକ ବିକାଶରେ ଲୋକନୀତି ଶୀର୍ଷକ ପାଠ୍ୟକ୍ରମରେ ଜଣେ ଅତିଥି ଶିକ୍ଷକ ଭାବେ ଯୋଗ ଦେଇ ପ୍ରଣବ ମୁଖାର୍ଜୀ କହିଲେ,“ରାଷ୍ଟ୍ର…
Connect With Us