ନ୍ୟୁଜ୍, ପଲିଟିକ୍ସ ଏଥର ଆଚାର୍ଯ୍ୟ ନା ପୂଜାରୀ:ଭୋଟରଙ୍କ ପସନ୍ଦ ଅଶ୍ୱିନୀ ନା ଦେବେଶ? March 24, 2019 ବରଗଡ଼ ଜିଲ୍ଲା ଉପରେ ସାରା ଓଡ଼ିଶାର ଫୋକସ୍,କାରଣ ବିଜେପୁରରୁ ପ୍ରାର୍ଥୀ ହେଉଛନ୍ତି ନବୀନ ପଟ୍ଟନାୟକ। ଏମିତି ବି ବିଜୁ ଜନତା ଦଳ ଗଠନ ପରେ ଦଳ ଶଙ୍ଖ ଚିହ୍ନରେ ପ୍ରଥମ ବିଧାୟକ ବରଗଡ଼ରୁ ହିଁ ଜିତିଥିଲେ।୧୯୯୮ ଉପନିର୍ବାଚନରେ ଆନନ୍ଦ ଆଚାର୍ଯ୍ୟ,ବିଜେଡି ଟିକେଟରେ ଜିତି ପ୍ରଥମ ଥର ବିଧାୟକ ହୋଇଥିଲେ। ତେବେ ବିଶ୍ୱରେ…
Connect With Us