ନ୍ୟୁଜ୍ ଅଣକଂଗ୍ରେସ ସରକାର ସମୟରେ ଶ୍ରୀମନ୍ଦିରରେ ବିଭ୍ରାଟର ମାତ୍ରା ଅଧିକ କାହିଁକି ? November 15, 2018 ଭୁବନେଶ୍ୱର : ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦାରୁ ଚୟନରେ ଟଙ୍କା କାରବାର ହୋଇଛି ବୋଲି ଦେବୀ ସୁଭଦ୍ରାଙ୍କ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ କହିବା ପରେ ଜଗନ୍ନାଥ ପ୍ରେମୀ ଖୁବ୍ ବ୍ୟତୀଥ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଚାର୍ଗେଟ କରିଛନ୍ତି ବିଜେପି-କଂଗ୍ରେସ। ଦାରୁ ଚୟନରେ ଅର୍ଥ କାରବାର କରିଥିବା…
Connect With Us