ଗ୍ଲାମର ୱାର୍ଲ୍ଡ ବଲିଉଡ। ଏଥିରେ କ୍ୟାରିୟର କରିବାକୁ ଅନେକ ତ ସ୍ୱପ୍ନ ଦେଖନ୍ତି ମାତ୍ର ଖୁବ୍ କମ୍ ସଫଳତା ପାଆନ୍ତି। ଅନେକ ବିବାଦରେ ଫସିଛନ୍ତି। ଅନେକ ଯୋଡି ଏଠାରେ ପ୍ରେମରେ ପଡନ୍ତି। ଅନେକ ସମୟରେ ରିଲ୍ ଲାଇଫ୍ କେମେଷ୍ଟ୍ରିକୁ ନେଇ ମଧ୍ୟ ଚର୍ଚ୍ଚା ହୁଏ। କିନ୍ତୁ ବାସ୍ତବରେ ରିୟଲ ଲାଇଫରେ ସେମାନେ…