ନ୍ୟୁଜ୍, ପଲିଟିକ୍ସ ନବୀନଙ୍କ ନୂଆ ଟିମ: ଫେରିଲେ ପୁରୁଣା ଚେହେରା May 22, 2023 ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶପଥ ନେଇଛନ୍ତି ରାଜ୍ୟର ତିନି ନୂଆ ମନ୍ତ୍ରୀ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ନବ ନିଯୁକ୍ତ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ…
ନ୍ୟୁଜ୍, ପଲିଟିକ୍ସ ଅର୍ଥମନ୍ତ୍ରୀ ହେଲେ ପୂର୍ବତନ ବାଚସ୍ପତି May 22, 2023 ମେ’ ୧୨ରେ ରାଜ୍ୟର ଦୁଇ ମନ୍ତ୍ରୀ ଏବଂ ବାଚସ୍ପତି ଇସ୍ତଫା ଦେଲା ପରେ ନୂତନ ମନ୍ତ୍ରୀ ମଣ୍ଡଳ ଗଠନ କରାଯାଇଛି। ମନ୍ତ୍ରୀ ସମୀର ରଞ୍ଜନ ଦାସ,ଶ୍ରୀକାନ୍ତ ସାହୁ ଏବଂ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଲା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଅସ୍ଥାୟୀ ଭାବେ ପ୍ରମିଳା ମଲ୍ଲିକଙ୍କୁ ମନ୍ତ୍ରୀପଦ…
ନ୍ୟୁଜ୍, ପଲିଟିକ୍ସ ମେ’ରେ ମହାନିର୍ଣ୍ଣୟ:କାହା ଉପରେ ପଡ଼ିବ ନବୀନଙ୍କ ଶୁଭଦୃଷ୍ଟି May 21, 2023 ମେ’ ୧୨ ରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ହୋଇଥିଲା ବଡ଼ ଧରଣର ହଟଚମକ। ଇସ୍ତଫା ଦେଇଥିଲେ ରାଜ୍ୟର ଦୁଇ ମନ୍ତ୍ରୀ ସମୀର ରଞ୍ଜନ ଦାସ,ଶ୍ରୀକାନ୍ତ ସାହୁ ଏବଂ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ସେବେଠୁ ବାଚସ୍ପତି ଆସନ ଖାଲି ପଡ଼ିଥିବା ବେଳେ ଦୁଇ ମନ୍ତ୍ରୀ ଛାଡ଼ିଥିବା ବିଭାଗ ସମ୍ଭାଳିଛନ୍ତି ପ୍ରମିଳା ମଲ୍ଲିକ।…
ନ୍ୟୁଜ୍, ପଲିଟିକ୍ସ କାହାକୁ ଭରସା କରିବେ ବିଜେଡି ସୁପ୍ରିମୋ May 13, 2023 ୨୦୨୨ ଜୁନ୍ ୫ରେ ଓଡ଼ିଶା ମନ୍ତ୍ରିମଣ୍ଡଳର ହୋଇଥିଲା ପୁନର୍ଗଠନ। ପୁନର୍ଗଠିତ ମନ୍ତ୍ରୀ ମଣ୍ଡଳରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୮ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ଥାନ ପାଇଥିଲେ। ମନ୍ତ୍ରୀମଣ୍ଡଳର ସଦସ୍ୟ ସଂଖ୍ୟା ଥିଲା ୨୧। ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସଦସ୍ୟ ସଂଖ୍ୟା କମିଥିବା ବେଳେ ଶୁକ୍ରବାର ଇସ୍ତଫା ଦେଇଛନ୍ତି…
ନ୍ୟୁଜ୍ ଜଙ୍ଗଲ ନିଆଁରେ ୧ ନମ୍ବର ଓଡ଼ିଶା! February 9, 2023 ୨୦୨୧ ରେ ସାରା ଦେଶ ଦେଖିଥିଲା ଶିମିଳିପାଳର ନିଆାଁ। ନିଆଁ ଧାସରେ କଳା ପଡ଼ିଥିଲା ସବୁଜ ଶିମିଳିପାଳ। ୭ ଟି ରେଞ୍ଜରେ ବେକାବୁ ନିଆଁକୁ ଆୟତ କରିବା ପୁର୍ବରୁ ଅନେକ କିଛି ହୋଇଥିଲା ଧୁଳିସାତ। ପାର୍ଲିଆମେଣ୍ଟରେ ଏ ନେଇ ପ୍ରଶ୍ନ ଉଠାଇଥିଲେ ତତ୍କାଳୀନ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ।…
Connect With Us