ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କୁ ଓଡ଼଼ିଶାବାସୀ ଯେତିକି ସୁଯୋଗ ଦେଇନଥିଲେ, ତା’ଠାରୁ ଢ଼େର ଅଧିକ ସୁଯୋଗ ତାଙ୍କ ସାନ ପୁଅ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି। ୧୮ବର୍ଷ ହେଲା ନିରଙ୍କୁଶ ଭାବେ ରାଜ୍ୟର ଶାସନ ଭାର ତୁଲାଉଛନ୍ତି ନବୀନ। ବିଭିନ୍ନ ସମୟରେ ଚର୍ଚ୍ଚା ହୁଏ, ବ୍ୟାଚଲର୍ ନବୀନଙ୍କ ଉତ୍ତରାଧିକାରୀ କିଏ ହେବ? କାରଣ ବିଜୁ…