ସ୍ପୋର୍ଟସ୍ ସୌରଭଙ୍କୁ ରିପ୍ଲେସ୍ କରିବେ କି ରୋଜର୍ ବିନ୍ନି ! October 8, 2022 BCCI ର ଅଧ୍ୟକ୍ଷ ପଦକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି ଖୁବ୍ ଶୀଘ୍ର ପଦରୁ ଅବସର ନେବେ ବୋଲି ସୁଚନା ମିଳିଛି। ଆସନ୍ତା ୧୮ ତାରିଖରେ ବିସିସିଆଇ ସଭାପତି ନେଇ ନିର୍ବାଚନ ହେବ। ତାଙ୍କ ସ୍ଥାନରେ ନୁଆ ଅଧ୍ୟକ୍ଷ ନିର୍ବାଚିତ ହୋଇ ଭାର ସମ୍ଭାଳିବେ।…
Connect With Us