୨୦୧୮  ଅଗଷ୍ଟ ୧୫ରେ ଓଡ଼ିଶା ସରକାର ସ୍ୱାସ୍ଥ କ୍ଷେତ୍ରରେ କରିଥିଲେ ଏକ ନୁଆ ଘୋଷଣା। ଯାହାର ନାଁ ଥିଲା BSKY ଅର୍ଥାତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏହି ଯୋଜନାରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସହ ୧୫ ଲକ୍ଷ ଲେଖାଏଁ ମେଡ଼ିକାଲ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଥିଲେ ସରକାର। କେବଳ…