ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ବିରୋଧିଙ୍କୁ ଜବାବ ଦେବା ଲାଗି ନବୀନ ପଟ୍ଟନାନାୟଙ୍କୁ ସହଯୋଗ କରିବେ ୧୪ଜଣ କଥାକାର ନେତା। ସେଥିପାଇଁ ନିଜ କୁହାଳିଆ ଟିମର ନବକଳେବର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଡଭକେଟ ଅସୀମ ଅଭିତାଭ ଦାସ ଏବଂ  ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ହଟାଇଛନ୍ତି। ଜଣେ ବିଧାୟକଙ୍କୁ ଆଉଟ୍…