ଟିକେଟ ବଣ୍ଟନକୁ ନେଇ ସବୁ ଦଳରେ ଅସନ୍ତୋଷ।କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଛି ଏବଂ ବିଜେପି ଅଫିସରେ ତାଲା ଝୁଲିଲା,କିନ୍ତୁ ଭୁବନେଶ୍ୱର ବିଜେଡି ଅଫିସରେ ସେମିତି ଚିତ୍ର ଦେଖିବାକୁ ମିଳିନାହିଁ।ଅନ୍ୟପଟେ ବାମପନ୍ଥୀ-ଜେଏମଏମ ସହ ମେଣ୍ଟ କରି କଂଗ୍ରେସ ରାଜନୈତିକ ପରିପକ୍ୱତାର ପରିଚୟ ଦେଖାଇଛି।ବିଜୟ ମହାପାତ୍ରଙ୍କୁ ଦଳକୁ ଫେରାଇ ଆଣି ବୈଜୟନ୍ତ ପଣ୍ଡାଙ୍କୁ ଗୁରୁତ୍ୱ…