ନ୍ୟୁଜ୍, ପଲିଟିକ୍ସ BJDକୁ ସଂଖ୍ୟା ଗରିଷ୍ଠତା ନମିଳିଲେ,ନବୀନ ଯିବେ ଲୋକସଭା! April 16, 2019 ବିଭିନ୍ନ ଜାତୀୟ ଗଣମାଧ୍ୟମର ଓପିନିଅନ୍ ପୋଲ ରିପୋର୍ଟ କହୁଛି ଓଡ଼ିଶାର ଅଧିକାଂଶ ଲୋକସଭା ଆସନରେ ବିଜେପି ବିଜୟୀ ହେବ।ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ତ୍ରିପୁରା ପରି ଓଡ଼ିଶାରେ ସରକାର ବଦଳିବ। ଏମିତି ମଧ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଆଗରୁ ବିଜେଡିର ନିଜସ୍ୱ ସର୍ଭେ ରିପୋର୍ଟ ଶାସକ ଦଳ ବିରୋଧରେ…
Connect With Us