ନ୍ୟୁଜ୍, ସ୍ପୋର୍ଟସ୍ ବ୍ୟାକଫୁଟ୍ରେ ବାଂଲାଦେଶ; ପ୍ଲେଇଂ ଇଲେଭେନ୍କୁ ନେଇ ଟିମ୍ ଇଣ୍ଡିଆରେ ସମସ୍ୟା September 21, 2018 ଭୁବନେଶ୍ୱର: ହଂକଂକୁ ହରାଇ ଏସିଆ କପ୍ ଅଭିଯାନ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ। ଦ୍ୱିତୀୟ ମୁକାବିଲାରେ ଉତ୍କଣ୍ଠିତ ପାକିସ୍ତାନକୁ ହରାଇ ନିଜ ପରାକାଷ୍ଠାର ପ୍ରମାଣ ଦେଲେ ଭାରତୀୟ କ୍ରିକେଟର । ଆଜି(ସେପ୍ଟମ୍ବର ୨୧) ଏସିଆ କପ୍ ସୁପର-୪ ପାଇଁ ତୃତୀୟ ଲଢେଇ। ଆଗରେ ବାଂଲାଦେଶ। ଯଦିଓ ଗତକାଲି(ସେପ୍ଟମ୍ବର ୨୦) ଦୁର୍ବଳ ଆଫଗାନିସ୍ତାନ…
Connect With Us