ସମସ୍ତେ ଛୋଟ ବେଳେ କିଛି ନା କିଛି ସ୍ୱପ୍ନ ଦେଖନ୍ତି।କିଏ କହେ ମୁଁ ଡାକ୍ତର,ଇଞ୍ଜିନିୟର,ବୈଜ୍ଞାନିକ ହେବି ଏମିକି କେତେ କଣ।ବଲିଉଡ୍ ଡ୍ରିମ୍ ଗର୍ଲମାନେ ବି ଛୋଟ ବେଳେ କେତେ କଣ ସ୍ୱପ୍ନ ଦେଖିଥିଲେ।କିନ୍ତୁ ଏମିତି କିଛି ହିରୋଇନ୍ ଅଛନ୍ତି ଯେଉଁମାନେ ସ୍ୱପ୍ନରେ ବି କେବେ ଭାବି ନଥିଲେ,ସେମାନେ ଦିନେ ଦର୍ଶକଙ୍କ ଦିଲ୍…