ପୁଣେ ପରାଜୟର ହିସାବ ମୁମ୍ବାଇରେ ନେଇଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମା ଓ ଅମ୍ବାତି ରାୟଡୁଙ୍କ ଜମାଣିଆ ଶତକ ପରେ ଆଟାକିଂ ବୋଲିଂ ଓ୍ୱେଷ୍ଟଇଣ୍ଡିଜର ଆଶାକୁ ପାଣିଚିଆ କରିଦେଲା।୨୨୪ରନର ବିପୁଳ ବ୍ୟବଧାନରେ ଭ୍ରମଣକାରୀ ଦଳକୁ ହରାଇ ସିରିଜକୁ କମବ୍ୟାକ୍ କରିଛି ବିରାଟ ବାହିନୀ। ମୁମ୍ବାଇ ବ୍ରାବର୍ଣ୍ଣ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି…