ବକ୍ସ ଅଫିସରେ ଚହଳ ପକାଇଥିବା ଟଲିଉଡ୍ ଚଳଚ୍ଚିତ୍ର ପୁଷ୍ପା: ଦି ରାଇଜ୍ ରିଲିଜ୍ ହେବା ପରେ ସୁପର ହିଟ୍ ହୋଇଛି । ଡିସେମ୍ବର ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଆଲୁ ଅର୍ଜୁନ ଏବଂ ରଶମିକା ମନ୍ଦନାଙ୍କ ଅଭିନୀତ ଚଳଚ୍ଚିତ୍ର ୩୨୫ କୋଟିରେ ପହଞ୍ଚିଛି। ଏହି ଚଳଚ୍ଚିତ୍ରର ଗୋଟିଏ ଭୂମିକାରେ ଏମ ରାମକୃଷ୍ଣ …