ନ୍ୟୁଜ୍, ପଲିଟିକ୍ସ VVPATରୁ ବାହାରିବ‘ମେଣ୍ଟ ଗଣିତ’ର ଭାଗଫଳ:ନବୀନଙ୍କ ସହଯୋଗରେ ସରକାର ଗଢ଼ିପାରନ୍ତି ମୋଦି! February 28, 2019 ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାଯୁସେନାର ଆକ୍ରମଣ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଛି।ଯାହାର ଝଲକ ଆଗାମୀ ନିର୍ବାଚନରେ ନିଶ୍ଚିତ ଦେଖିବାକୁ ମିଳିବ। ତଥାପି ଲୋକସଭା ନିର୍ବାଚନ ଆଗରୁ ଏନଡିଏ’ର ସହଯୋଗୀଙ୍କୁ ମନାଇବାରେ ବିଜେପି ସଫଳ ହେଲା ପରି ଲାଗୁଛି। ମହାରାଷ୍ଟ୍ରର ଅବୁଝା ସାଥି ଶିବସେନାକୁ…
Connect With Us