ସ୍ପୋର୍ଟସ୍ କୋଚଙ୍କ କଥା ମାନି ବାସ୍କେଟବଲ୍ ଖେଳ ଛାଡି, ଭାରତୀୟ ଫୁଟବଲ୍ ଟିମ୍ କ୍ୟାପଟେନ୍ ହୋଇଗଲେ ଅଦିତି February 9, 2019 ଭାରତୀୟ ମହିଳା ଫୁଟବଲ ଟିମର କ୍ୟାପଟେନ୍ ଅଦିତି ଚୌହାନ। ଗୋଲ ପୋଷ୍ଟରେ ରହି ଭାରତୀୟ ଦଳକୁ ଗୋଲ ଖାଇବାରୁ ବଞ୍ଚାନ୍ତି।୨୦୧୨ରେ ଶ୍ରୀଲଙ୍କାରେ ଆୟୋଜିତ ସାଉଥ ଏସିଆନ୍ ଫୁଟବଲ୍ ଫେଡେରେସନ୍ ବା SAFF ମହିଳା କପରେ ଭାରତ ସ୍ୱର୍ଣ୍ଣ ଜିତିଥିଲା। ଦଳକୁ ଚାମ୍ପିଅନ୍ କରିବାରେ କ୍ୟାପଟେନ୍ ଅଦିତିଙ୍କୁ ହିଁ କ୍ରେଡିଟ୍ ଯାଏ। ସେହିଭଳି…
Connect With Us