ନିର୍ବାଚନୀ ବର୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ. ମନମୋହନ ସିଂହଙ୍କ ବାଇଗ୍ରାଫିକାଲ୍ ଫିଲ୍ମ‘ଦି ଏକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ ର ଟ୍ରେଲର ଆସିଯାଇଛି। ଏହି ଫିଲ୍ମଟି ପଲଟିକାଲ୍ କମେଣ୍ଟଟେର ସଞ୍ଜୟ ବାରୁଙ୍କ ପୁସ୍ତକ‘ଦି ଏକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ରୁ ଆସିଅଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କିପରି ପ୍ରାଇମ ମିନିଷ୍ଟରଙ୍କ ଅଫିସର ଗୁରୁତ୍ୱ କମାଇ ଦେଉଥିଲେ…