
‘ଦ କାଶ୍ମିର ଫାଇଲ୍ସ’କୁ ଶ୍ରେଷ୍ଠ ଫିଲ୍ମର ସାର୍ଟିଫିକେଟ
ଚଳିତ ବର୍ଷ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ଆୟୋଜନ କରାଯାଉଛି। ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ ପାଇଁ ପୁରସ୍କାର ଘୋଷଣା କରା ଯାଇଛି। ଏହି ତାଲିକାରେ ବହୁ ଚର୍ଚ୍ଚିତ କଳାକାର,ନିର୍ଦ୍ଦେଶକ,ଚଳଚ୍ଚିତ୍ର ନିର୍ମାଣକାରୀ ସଂସ୍ଥା ଆଦିକୁ ପୁରସ୍କୃତ କରାଯାଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ କାଶ୍ମୀର ଫାଇଲ୍ସକୁ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ…
Connect With Us