ମହାପ୍ରଭୂ ଶ୍ରୀ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ବଢିବାରେ ଲାଗିଛି। ଦିନକୁ ଦିନ ନୀତିରେ ବିଭ୍ରାଟ ହେଉଥିବା ଘଟଣା ବଢିବାରେ ଲାଗିଛି। ଶ୍ରୀଜଗନ୍ନାଥଙ୍କ ନୀତିରେ ଅନିୟମିତତା ଦେଖା ଯାଉଛି। କିଛି ଦିନ ହେବ ଲଗାତର ନିୟମ ଲଙ୍ଘୁଛନ୍ତି ସେବାୟତ ଓ ଶ୍ରୀମନ୍ଦିର ପ୍ରସାଶକ। କେବେ ମହାପ୍ରଭୁଙ୍କ ଶୋଇବା ନୀତିରେ ବିଳମ୍ବ ହେଉଛି…