ହିନ୍ଦୀ ସିନେମା ‘ଦ-କାଶ୍ମୀର-ଫାଇଲସ୍‌’କୁ ସଫଳତା ମିଳିବା ପରେ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ନିଜର ଆଗାମୀ ଫିଲ୍ମର ନାଁ ଘୋଷଣା କରିଛନ୍ତି। ସେହି ଚଳଚ୍ଚିତ୍ରର ନାଁ ରହିଛି ‘ଦିଲ୍ଲୀ ଫାଇଲସ୍‌’। ୧୯୮୪ରେ ଦିଲ୍ଲୀ ଦଙ୍ଗାରେ ଶିଖମାନଙ୍କୁ ହତ୍ୟା ଏବଂ ଅମାନୁଷିକ ଅତ୍ୟାଚାରକୁ ନେଇ ଫିଲ୍ମ ‘ଦିଲ୍ଲୀ ଫାଇଲସ୍‌’ ପର୍ଯ୍ୟବେଶିତ। Few years…