ବ୍ରିଟେନ୍ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ମୃତ୍ୟୁ ପରେ କୋହିନୂର ହୀରାକୁ ନେଇ ଅନେକ ପ୍ରଶ୍ନ ଉତ୍ଥାପିତ ହୋଇଛି। ବ୍ରିଟେନରେ ରାଜ୍ୟାଭିଷେକ ସମୟରେ ଏହାକୁ ପରିଧାନ କରାଯିବାର ପ୍ରଥା ରହିଥିଲେ ସୁଦ୍ଧା ଏବେ ମାଲିକାନାକୁ ନେଇ ପ୍ରଶ୍ନ ଆସୁଛି। ପଞ୍ଜାବର ତତ୍କାଳୀନ ମହାରାଜା ରଣଜିତ୍ ସିଂହ ତାଙ୍କର ଇଚ୍ଛାପତ୍ରରେ ପୁରୀର କୌଳିକ ପଣ୍ଡାଙ୍କ…