ସିନେ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଲା ଓମିକ୍ରନ୍।ବହୁପ୍ରତିକ୍ଷିତ ଫିଲ୍ମ ଆର୍‌ଆର୍‌ଆର୍‌ର ଘୁଞ୍ଚିଲା ରିଲିଜ ଡେଟ୍‌।ଫିଲ୍ମ  ରିଲିଜ ଉପରେ ଏବେ ଅନିଶ୍ଚିତକାଳ ପାଇଁ ରୋକ ଲାଗିଛି।ଏନେଇ ଆର୍‌ଆର୍‌ଆର୍‌ର ଅଫିସିଆଲ୍‌ ଆକାଉଣ୍ଟରେ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ଫିଲ୍ମ RRR ଆସନ୍ତା ଜାନୁଆରୀ ୭ ତାରିଖରେ ପରଦାକୁ ଆସିଥାନ୍ତା ଫିଲ୍ମ।ସାଉଥସୁପରଷ୍ଟାର ରାମଚରଣ, ଜୁନିଅର ଏନ୍‌ଟିଆର୍‌…