ଅନେକ ସମୟରେ କେନ୍ଦ୍ରୀୟ ଯୋଜନାକୁ  ରାଜ୍ୟ ସରକାର ହଡ଼ପ କରି ନିଜ ନାଁ ରେ ନାମିତ କରିଛନ୍ତି। କେନ୍ଦ୍ରୀୟ ଅନୁଦାନକୁ ବାଟବଣା କରି ସେଥିରେ ରାଜ୍ୟ ସରକାରଙ୍କ ଅନୁଦାନର ମୋହର ଲାଗିଛି। ବଜେଟ ଅଧିବେଶନରେ ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଲ୍ଲେଖ କରିବା ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…