ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏପ୍ରିଲ ମାସ ଏକ ବହୁତ ବଡ ଭୁମିକା ଲିଭାଇବାର ନଜିର୍ ରହିଛି ।ଲାଗୁଛି ଯେମିତି ଏପ୍ରିଲ୍ ମାସ ସହିତ ୟାର ଅହି ନକୁଳ ସମ୍ପର୍କ। ସରକାରଙ୍କ ଗାଦିଚ୍ୟୁତ ହେଉ ଅବା ଅନାସ୍ଥା ପ୍ରସ୍ତାବ। ଏପ୍ରିଲ ମାସରେ ବାରମ୍ବାର ଭାଙ୍ଗିଛି ପାକ୍‌ ସରକାର। ପ୍ରଧାନମନ୍ତ୍ରୀଙ୍କ ପାଇଁ ଯେପରି ଅଶୁଭ…