ନ୍ୟୁଜ୍, ପଲିଟିକ୍ସ ମୁର୍ମୁଙ୍କୁ ମୋହର ମାରିଥିବାରୁ ରାଗ ଶୁଝୋଉଛି କି କଂଗ୍ରେସ ! October 15, 2022 ଧାମନଗର ଉପନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ସରଗରମ। ରାଜକିଶୋର ପ୍ରାର୍ଥି ହେବା ପରେ ରାଜନୀତି ଏକ ଭିନ୍ନ ମୋଡ଼ ନେଇଛି। ତ୍ରିମୁଖି ଲଢ଼େଇରୁ ଆଉ ଦି ପାଦ ଆଗକୁ ଯାଇ ଧାମନଗରରେ ଚତୁର୍ମୁଖି ଲଢ଼େଇ ହେବାକୁ ଯାଉଛି। ବିଭିନ୍ନ ଦଳ ପକ୍ଷରୁ ଷ୍ଟାର୍ ପ୍ରଚାରକ ତାଲିକା ମଧ୍ୟ ପ୍ରକାଶ ପାଇଲାଣି।…
ନ୍ୟୁଜ୍, ପଲିଟିକ୍ସ ରାଜନୀତିରୁ ଆଉଟ୍ ହେବେ କି ମହମ୍ମଦ ମୋକିମ ! September 30, 2022 ଅଡ଼ୁଆାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ପୁଣି ଏକ ବିବାଦରେ ଛନ୍ଦି ହୋଇଛନ୍ତି। OHRDC ମାମଲାର ଶୁଣାଣୀ ପରେ ବିଧାୟକଙ୍କ ଚିନ୍ତା ବଢ଼ିଛି। କୋର୍ଟଙ୍କ ରାୟ ପରେ ମହମ୍ମଦ ମୋକିମ ବିଧାୟକ ପଦ ହରାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଦେଢ଼ କୋଟିର ଋଣ ଠକେଇ…
ନ୍ୟୁଜ୍, ପଲିଟିକ୍ସ ଆସ୍କାରୁ ଆଶ୍ୱାସନା: ଚାଲିଗଲେ ଓଡ଼ିଶା କଂଗ୍ରେସର ମା September 29, 2022 ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଓଡ଼ିଶା ରାଜନୀତିର ଜଣେ ସକ୍ରୀୟ ରାଜନେତା ଜୟନ୍ତୀ ପଟ୍ଟନାୟକଙ୍କର ଦେହାନ୍ତ ହୋଇଛି। ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ। ଉଭୟ ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ୱାକ୍ଷର ରହିଛି। ସେ ଏକାଧାରରେ ଜଣେ ଅଗ୍ନିବର୍ଷୀ ନେତ୍ରୀ, ସୁସାହିତ୍ୟିକା,ଅନୁବାଦିକା,ସମାଜସେବା ଓ ବକ୍ତା…
ନ୍ୟୁଜ୍, ପଲିଟିକ୍ସ ଉପନିର୍ବାଚନ ମୁହାଁ ଧାମନଗର: ବିଷ୍ଣୁଙ୍କ ପରେ କିଏ ! September 28, 2022 ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ଏକ ଉପନିର୍ବାଚନ ଦେଖିବ ଓଡ଼ିଶା। ଏବେ ଉପନିର୍ବାଚନ ମୁହାଁ ଧାମନଗର ନିର୍ବାଚନ ମଣ୍ଡଳୀ। ସେପ୍ଟେମ୍ବର ୧୯ରେ ବିଷ୍ଣୁ ସେଠୀଙ୍କର ଦେହାନ୍ତ ହୋଇଛି। ଧାମନଗର ବିଧାୟକ ତଥା ବିରୋଧିଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏନେଇ ତାରିଖ…
ନ୍ୟୁଜ୍, ପଲିଟିକ୍ସ ଓଡ଼ିଶା ଉପରେ ନାହିଁ କି ରାହୁଲଙ୍କ ନଜର:ଭାରତ ଯୋଡ଼ୋ ଯାତ୍ରାରୁ ଓଡ଼ିଶା ବାଦ୍ September 22, 2022 କଂଗ୍ରେସ ତାର ସ୍ଥିତି ସଜାଡ଼ିବାକୁ ପ୍ରୟାସ ଜାରୀ ରଖିଛି। ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ରାଜ୍ୟ ରାଜ୍ୟ ବୁଲି ସଂଗଠନ ସଜାଡୁଛି। ୨୪ନିର୍ବାଚନକୁ ଆଖିରେ ରଖି ସକ୍ରିୟ ହେଉଛି କଂଗ୍ରେସ। ଓଡ଼ିଶାରେ ମଧ୍ୟ କଂଗ୍ରେସର ସ୍ଥିତି ଦିନକୁଦିନ ଶୋଚନୀୟ ହେପବାରେ ଲାଗିଛି। ପିସିସି ସଭାପତି ପରିବର୍ତ୍ତନ ପରେ ମଧ୍ୟ ଆାଶାନୁରୂପ ଫିଲ୍ଡ…
ନ୍ୟୁଜ୍, ପଲିଟିକ୍ସ ଫେଲ୍ ମାରିଲା ବିଜେଡି ପଲିସି:ପାର୍ଟି ପାଇଁ ମାଟିକୁ ଭୁଲିଲା ରାଜ୍ୟ କଂଗ୍ରେସ July 16, 2022 ନିଜ ଜିଦରେ ଅଟଳ ରାଜ୍ୟ କଂଗ୍ରେସର ବିଧାୟକ ଓ ସଂସଦ। ରାଷ୍ଟ୍ରପତି ନିର୍ବାଚନକୁ ନେଇ ମାଟି ସହ ବିଶ୍ୱାସଘାତକତା କରୁଛି ରାଜ୍ୟ କଂଗ୍ରେସ। ପ୍ରଥମଥର ପାଇଁ ଓଡ଼ିଶାରୁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ ଯାଉଥିଲା ବେଳେ ବାଟ ଓଗାଳୁଛି ରାଜ୍ୟ କଂଗ୍ରେସ। ପାର୍ଟିର ନିଷ୍ପତ୍ତି ଆଧାରରେ ରାଜ୍ୟ କଂଗ୍ରେସର ଭୋଟ୍…
Uncategorized ଆଦିବାସୀ ବିରୋଧି କଂଗ୍ରେସ:ଓଡ଼ିଶାରେ ବିରୋଧି ଦି ଫାଳ ! July 14, 2022 ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଦେଶରେ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି। ଏନଡିଏ ତରଫରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥି ହୋଇଥିଲା ବେଳେ ମିଳିତ ବିରୋଧି ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥି କରିଛି। ଏହାରି ମଧ୍ୟରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ନେତା ବିବାଦୀୟ ବୟାନ ଦେଇଛନ୍ତି। କଂଗ୍ରେସ ନେତା…
Connect With Us