ଠିକଣା ଥିଲା କଟକର ଓଡ଼ିଆ ବଜାର।ଜାନକୀ ଭବନରୁ ଶୁଭିଥିଲା ଜାତୀୟତାର ସ୍ୱର। ଖାଲି ଜାତୀୟ କାହିଁକି ବରଂ ଆନ୍ତର୍ଜାତୀୟ ବିପ୍ଳବର ଝଙ୍କାର। ନରମପନ୍ଥୀ ନୀତିଠୁ ଦୂରେଇ ଯାଇ ସେ କହୁଥିଲେ ହକ୍ ର କଥା। ଯିଏ ଏ ଦେଶକୁ ଦେଇଛନ୍ତି ସଂଗ୍ରାମ ସାଧନା ଓ ସାହାସର ବାର୍ତ୍ତା। ଯାହାଙ୍କପାଇଁ ଏ ମାଟି…