ହକିକୁ ନେଇ ଭାରତର ଏକ ସ୍ପେଶାଲ ଇମୋସନ୍ ରହିଛି। ଭାରତରେ କୌଣସି ଖେଳକୁ ଜାତୀୟ ଖେଳର ମାନ୍ୟତା ମିଳି ନ ଥିଲେ ସୁଦ୍ଧା ଏ ଦୌଡ଼ରେ ହକି ଢେର୍ ଆଗରେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଥର  ହକି ୱାର୍ଲ୍ଡ କପର ଆୟୋଜନ କରି ହକି ବ୍ୟଗ୍ରତାକୁ ବଢେଇ ଦେଇଛନ୍ତି। ତେବେ…