ଅବଦୁଲ କାଲାମ ଏବେବି ଅନେକଙ୍କ ପାଇଁ ପ୍ରେରଣାର ପୁଞ୍ଜି। ତାଙ୍କର ନିଆରା ବ୍ୟକ୍ତିତ୍ୱ,ଅନନ୍ୟ ବିଚାରାଧାରା,ଆଦର୍ଶ ଜୀବନଶୈଳୀ,ଅତୁଟ ଇଛାଶକ୍ତି,ଦୃଢ଼ ମନୋଭାବ ,ଅଦମ୍ୟ ଅଭିଳାଷ ପାଇଁ ସେ ସବୁଠି ପରିଚିତ। ତାଙ୍କର ପ୍ରତିଟି ଉକ୍ତି ସମସ୍ତଙ୍କୁ ଚକିତ କରିବା ସହ ପ୍ରେରଣା ଦେଇଥାଏ। ବିଫଳତାର ମରୁଭୁମିରେ ସଫଳତାର ବର୍ଷା କରେଇବାର କଳା ତାଙ୍କୁ ଖୁବ୍…