ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ରାଜନୈତିକ କ୍ରିୟାଶିଳତାକୁ ଆଖିରେ ରଖି ଆଉ ଗୋଟାଏ ପାଦ ଆଗକୁ ବଢ଼ିଛନ୍ତି। ପ୍ରାୟ ୩ ମାସର ବ୍ୟବଧାନ ପରେ ରାଜ୍ୟ ସରକାର ଜିଲ୍ଲା ଯୋଜନା କମିଟିଗୁଡ଼ିକର ପୁର୍ନଗଠନ କରିଛନ୍ତି। ଜିଲ୍ଲ। ଯୋଜନ। ବୋର୍ଡ ଅଧ୍ୟକ୍ଷ ଦ।ୟିତ୍ୱ ବଣ୍ଟନ କରାଯାଇଛି।ନେତ।ଙ୍କୁ ମୁଖ୍ୟମନ୍ତ୍ରୀ ନୂଆ ଦାୟିତ୍ୱ ବାଣ୍ଟିଛନ୍ତି। ୧୧ ବିଧାୟକ…