କାର୍ଗିଲ ଯୁଦ୍ଧରେ ସଫଳତା ସାଉଁଟିବାରେ ବିଶେଷ ସହାୟକ ସାଜିଥିଲା Mig-21। ତାର ଉଡାଣ ହିଁ ଭାରତ ପାଇଁ ଅନେକ ଗୌରବମୟ ଅଧ୍ୟାୟ ଆରିଦେଇଛି। ପାକିସ୍ତାନ ଉପରେ ହୋଇଥିବା  ଏୟାରଷ୍ଟ୍ରାଇକରେ ମଧ୍ୟ  Mig-21 ପ୍ରମୁଖ ଭୂମିକା ଲିଭାଇଛି। ମାତ୍ର ଏହାକୁ ନେଇ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆଗକୁ ଆଉ ଆକାଶରେ…