ରାଜ୍ୟଗୋଷ୍ଠୀ କ୍ରୀଡ଼ାରେପ୍ରତିନିଧିତ୍ୱ କରିବେ ଓଡ଼ିଆ ଝିଅ। ଭାରତୀୟ ମହିଳା ହକି ଦଳରେ ଏକମାତ୍ର ଓଡ଼ିଆ ଭାବେ ଦୀପଗ୍ରେସ ଏକ୍କା ସୁଯୋଗ ପାଇଛନ୍ତି। ସେ ଏ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌ର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ତାଙ୍କୁ ଏ ଦାୟିତ୍ୱ ମିଳିଲା ପରେ ରାଜ୍ୟବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇଂଲଣ୍ଡର ବର୍ମିଂହାମରେ ଜୁଲାଇ…