ଭାରତୀୟ କ୍ରିକେଟ ଟିମର ପ୍ରଦର୍ଶନକୁ ନେଇ ଏବେ ଅନେକ ମାତ୍ରାରେ ଅସନ୍ତୋଷ ସୃଷ୍ଟି ହେଉଛି। ଟି-୨୦ ବିଶ୍ୱକପ୍ ସେମିଫାଇନାଲରୁ ବିଦା ହୋଇଛି ଟିମ୍ ଇଣ୍ଡିଆ। ଏ ନେଇ BCCI ବଡ ନିଷ୍ପତ୍ତି ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଟିମର ଢାଞ୍ଚାରେ ବଡ ଧରଣର ପରିବର୍ତ୍ତନ ଆସିପାରେ। ଟିମରେ ଖେଳାଳୀ ଚୟନ ଠାରୁ…