ନ୍ୟୁଜ୍, ପଲିଟିକ୍ସ ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ:ସଂରକ୍ଷଣ ସୁବିଧା ପାଇବେ ଉଚ୍ଚଜାତିର ଗରିବ November 7, 2022 ଚାକିରୀ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କେବଳ ଜାତି ଭିତ୍ତିରେ ସଂରକ୍ଷଣ ଦିଆଯାଉଥିଲା। ଏହାକୁ ଚ୍ୟାଲେଞ୍ଜ କରି ମୋଦି ସରକାର ସଫଳ ହୋଇଛନ୍ତି। ପୂର୍ବରୁ କେବଳ ଅନୂସୁଚିତ ଜାତି, ଜନଜାତି ବର୍ଗଙ୍କୁ ସଂରକ୍ଷଣ ମିଳୁଥିଲା ଓ ସେମାନେ ଲାଭବାନ ହେଉଥିଲେ। ସାଧାରଣ…
Connect With Us