ଓଡ଼ିଆ ସିନେମ। ପାଇଁ ସଞ୍ଜିବନୀ ସାଜିଛି ଦମନ। ଓଡ଼ିଆ ସିନେମାକୁ ହଲ୍ ମିଳୁନଥିଲା ବେଳେ ଦମନ ଫିଲ୍ମକୁ ନେଇ ଦର୍ଶକ ବେଶ୍ ଉତ୍ସାହୀ। ସତ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ବାବୁସାନ ଓ ଦ୍ୱୀପାନିତଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଛୁଇଁଛି। ରିଲ୍ ଲାଇଫର ଚରିତ୍ରକୁ ଭେଟିଲା ପରେ ରିୟଲ୍ ଲାଇଫ୍…