ଓଡ଼ିଆ ଫିଲ୍ମ ‘ଦମନ’ ରିଲିଜ୍ ହେବା ପରଠୁ ଓଡ଼ିଶାରେ ବେଶ୍ ଲୋକପ୍ରିୟତା ସାଉଁଟିଛି। ବିପର୍ଯ୍ୟୟ ମୁଖି ଓଡ଼ିଆ ସିନେମାକୁ ରାହା ଦେଖାଇଛି ‘ଦମନ’। ନିକଟ ଅତୀତରେ ଓଡ଼ିଆ ଫିଲ୍ମ ରିଲିଜ୍ ପାଇଁ ହଲ୍ ମିଳୁନଥିଲା ବେଳେ ‘ଦମନ’କୁ ନେଇ କିନ୍ତୁ ବେଶ୍ ଉତ୍ସାହ ଦେଖାଇଛନ୍ତି ଦର୍ଶକ। ରିଲିଜ୍ ହେବା ପରଠୁ ହିଁ…