ରାଜ୍ୟ ଶାସନର ମୁଖ୍ୟ ମଙ୍ଗଧାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ।ତାଙ୍କ ଇସାରାରେ ରାଜ୍ୟର ଶାସନ ଚାଲେ ।ରାଜ୍ୟର ପ୍ରତେକଟି ନିଷ୍ପତ୍ତିରେ ତାଙ୍କର ନିଷ୍କର୍ଷ ରହିଛି। ପର୍ଯ୍ୟାପ୍ତ ଶିକ୍ଷାଗତ ଯୋଗ୍ୟତା ଥାଇ ଅନେକ ମେଧାବୀ ଛାତ୍ରଛାତ୍ରୀ  ବେକାର ହୋଇ ବୁଲୁଛନ୍ତି। କିନ୍ତୁ କମ ପାଠ ପଢି ମଧ୍ୟ ଶାସନ କରୁଛନ୍ତି ନେତା। ଜଣେ ଜନ…