ମୟୁରଭଞ୍ଜ ମାଟିରୁ ନୂଆଦୀଲ୍ଲି,ରାଇରଙ୍ଗପୁରରୁ ରାଇସିନା ହିଲ୍,ସ୍କୁଲ୍ ଟିଚରରୁ କଣ୍ଟ୍ରି କଣ୍ଟ୍ରୋଲରର ଯାତ୍ରାରେ ସଫଳ ହୋଇଥିବା  ଓଡ଼ିଆ ମାଟିର ଗର୍ବ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି। ଦେଶର ପଞ୍ଚଦଶ ରାଷ୍ଟ୍ରପତି ଓ ବିଶ୍ୱର ପ୍ରଥମ ମହିଲା ଆଦିବାସୀ ନେତା ହିସାବରେ ସର୍ବୋଚ୍ଚ ଆସନରେ ବସିବାର ସୌଭାଗ୍ୟ ପାଇବାରେ ସେ ହେଉଛନ୍ତି ପ୍ରଥମ ମହିଳା।…