ଲୋକଙ୍କର ଇମୋସନର ଫାଇଦା ଉଠାଇ, ପଲିଟିକ୍ସରେ ସଫଳତା ପାଇଛନ୍ତି ଅନେକ ସିନେ ଷ୍ଟାର। ବିଶେଷ କରି ତାମିଲୁନାଡୁ ପଲିଟିକ୍ସକୁ ସଂପୂର୍ଣ୍ଣ କଣ୍ଟ୍ରୋଲ କରିଛନ୍ତି ସିନେ ଷ୍ଟାର। ତାମିଲି ସୁପରଷ୍ଟାର MGR ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। MGRଙ୍କ ବନ୍ଧୁ ତଥା ସିନେମା Script ରାଇଟର କରୁଣାନିଧି ୧୯୬୯ ମସିହାରେ ତାମିଲିନାଡୁର ମୁଖ୍ୟମନ୍ତ୍ରୀ…