କଟକ ସହରର ଛାତି ଉପରେ ଓଡ଼ିଶାର ଗୌରବ ଭାବେ ଛିଡ଼ା ହୋଇଛି ବାରବାଟୀ ଷ୍ଟାଡ଼ିୟମ। ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ମ୍ୟାଚ ମାଧ୍ୟମରେ କଟକ ତଥା ଓଡ଼ିଶାର ନାଁକୁ ବିଶ୍ୱ ସ୍ତରରେ ପହଞ୍ଚାଇବାରେ ଏହାର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ବାରବାଟୀ ଷ୍ଟାଡ଼ିୟମର ପ୍ରତିଷ୍ଠାକୁ ନେଇ ଅନେକ ରୋଚକ ତଥ୍ୟ ରହିଛି। ଏକ…