ନ୍ୟୁଜ୍, ପଲିଟିକ୍ସ ଓଡ଼ିଶାରେ ଅଲୋଡ଼ା ନେତାଙ୍କ ଭରସା ହେବେ କି KCR,କେଜରିୱାଲ January 20, 2023 ଗୋଟାଏ ମଞ୍ଚରେ ଏକାଠି ହୋଇଛନ୍ତି କେ. ଚନ୍ଦଶେଖର ରାଓ ଓ ଅରବିନ୍ଦ କେଜେରିୱାଲ। ଆଗାମୀ ନିର୍ବାଚନ ପାଇଁ ଏହା ଭିନ୍ନ କିଛି ଇସାରା ଦେଉଛି। ୨୦୨୪ ରେ କେସିଆର ଓ କେଜରିୱାଲ ମିଶିକି କେଉଁ କାର୍ଡ ଖେଳିବେ ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଆଗାମି ନିର୍ବାଚନକୁ ନେଇ ଅଙ୍କକଶା ଚାଲିଥିଲା…
Uncategorized, ନ୍ୟୁଜ୍, ପଲିଟିକ୍ସ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଭରସା, ଡ଼ିବି-ଲଣ୍ଠନ December 9, 2022 ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ। ଶକ୍ତି ବିଭାଗର ତଥ୍ୟ କହୁଛି ଗତ ଉତ୍କଳ ଦିବସରୁ ସେପ୍ଟମ୍ବର ପହିଲା ଭିତରେ ଓଡ଼ିଶାରେ ଦୈନିକ ବିଦ୍ୟୁତ ଚାହିଦା ଥିଲା ୪,୦୭୪ ମେଗାୱାଟ୍। କିନ୍ତୁ ଦୈନିକ ଉତ୍ପାଦନ ହେଉଥିଲା ୪୩୨୪ ମେଗାୱାଟ୍। ମାନେ ପ୍ରତିଦିନ ୨୫୦ ମେଗାଓ୍ୱାଟ୍ ବିଦ୍ୟୁତ ଅଧିକ ଉତ୍ପାଦନ ହେଲା।…
ନ୍ୟୁଜ୍, ପଲିଟିକ୍ସ ଭୁଷୁଡିଯିବ କି ଦିଲ୍ଲୀ ସରକାର:କୁଆଡେ ଗଲେ ଆପ୍ ବିଧାୟକ August 25, 2022 ଦିଲ୍ଲୀ ରାଜନୀତିରେ ହଟଚମକ ସୃଷ୍ଟି ହୋଇଛି। ରାଜନୈତିକ ଉଷ୍ମତା ଭିତରେ ଦଳରେ ଅସନ୍ତୋଷର ନିଆଁ କୁହୁଳିଥିବା ଚର୍ଚ୍ଚା ହେଉଛି। ଆମ୍ ଆଦମୀ ପାର୍ଟୀର ଅନେକ ବିଧାୟକଙ୍କ ସହ ଯୋଗାଯୋଗ ହେଇ ପାରୁ ନଥିବା ସୂଚନା ମିଳୁଛି। ଆପ୍ ସରକାର ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ତଦନ୍ତ…
ନ୍ୟୁଜ୍, ପଲିଟିକ୍ସ ଓଡ଼ିଶା ମୁହାଁ ଆପ୍:ଅସନ୍ତୁଷ୍ଟଙ୍କୁ କରିପାରେ ମୁଖ୍ୟ ଅସ୍ତ୍ର August 22, 2022 ଦେଶରେ ଦିନକୁ ଦିନ ମଜବୁତ ହେବାରେ ଲାଗିଛି ଆମ୍ ଆଦମୀ ପାର୍ଟି। ଦିଲ୍ଲୀ, ପଞ୍ଜାବରେ ସରକାର ଗଢିବା ପରେ ଏବେ ସାରା ଦେଶରେ ସରକାର ଗଢ଼ିବାକୁ ଆମ୍ ଆଦମୀ ପାର୍ଟି ଲକ୍ଷ ରଖିଛି। ଓଡିଶାରେ ବିକଳ୍ପ ଦଳ ହେବାକୁ ଅଣ୍ଟା ଭିଡିଛି ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍। ପ୍ରଭାରୀ ବୀରେନ୍ଦ୍ର ସିଂହ…
ନ୍ୟୁଜ୍, ପଲିଟିକ୍ସ ସବୁଠି ବିରୋଧି ସକ୍ରିୟ,ମାତ୍ର ଓଡିଶାରେ? March 16, 2022 ୫ ରାଜ୍ୟର ବିଧାନସଭା ନିର୍ବାଚନରେ ସରକାର ଦଳ ଅପେକ୍ଷା ବିରୋଧି ଦଳ ଭଲ ପ୍ରଦର୍ଶନ କରିଛି। ୫ ରାଜ୍ୟର ଫଳାଫଳକୁ ସମୀକ୍ଷା କଲେ ସ୍ପଷ୍ଟ ହୋଇଛି ଯେ ପ୍ରତି ରାଜ୍ୟରେ ବିରୋଧୀଙ୍କ ଶକ୍ତି ପୁର୍ବ ଅପେକ୍ଷା ବେଶ ସୁଦୃଢ଼ ହୋଇଛି। ପ୍ରାୟ ସମସ୍ତ ରାଜ୍ୟରେ ବିରୋଧୀଙ୍କ ଶକ୍ତି ବୃଦ୍ଧି ପାଇଛି। ପଞ୍ଜାବରେ…
Connect With Us