ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ଗୋଟାଏ ମାସ ବିତିଗଲାଣି। ଏ ମାମଲାରେ ଗୋପାଳ ଦାସକୁ ଗିରଫ କରିବା ସହ କ୍ରାଇମବ୍ରାଞ୍ଚ  Adg ଅରୁଣ ବୋଥ୍ରା ଏ ଘଟଣାର ତଦନ୍ତ ଭାର ନେଇଛନ୍ତି। ମାତ୍ର ଏବେ ତଦନ୍ତ ଲାଗି ଆମେରିକୀୟ ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍…