ରାଜ୍ୟ ରାଜନୀତିରେ ଏବେ  ଧାମନଗର ମୁଖ୍ୟ ପ୍ରସଙ୍ଗ ସାଜିଛି। ଧାମନଗର ଉପନିର୍ବାଚନକୁ ନେଇ ଏବେ କସରତ ଜୋର୍ ଧରିଛି। ଏହି ଉପନିର୍ବାଚନରେ କିଏ ବାଜି ମାରିବ ତାକୁ ନେଇ ଝାଳବୁହା ପରିଶ୍ରମ କରୁଛନ୍ତି ଉଭୟ ନେତା ଓ କର୍ମୀ। ୨୪ ଫାଇଟ ପୂର୍ବରୁ ତିନି ରାଜନୈତିକ ଦଳ ପାଇଁ ଏହା ବେଶ…