ଅଟଳ ଗୋଟାଏ ଟଳୁ ନଥିବା ନାଁ,ହଜି ନ  ନ ଥିବା ରାହା,ଧିମୋଉ ନ ଥିବା ଧୈର୍ଯ୍ୟ ଗୋଟାଏ ଅସ୍ତ ହେଉ ନ ଥିବା ସୂର୍ଯ୍ୟ ।ଭାରତୀୟ ରାଜନୀତିରେ ଅଟଳ ବିହାରୀ ହେଉଛନ୍ତି ଏକ ଅପରିକଳ୍ପନୀୟ ବ୍ୟକ୍ତିତ୍ୱ। ଦଳ ମତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କର ପ୍ରିୟ। ତାଙ୍କ ଜୀବନରେ ଏମିତି ଅନେକ…