ପଦ୍ମପୁର ଉପ-ନିର୍ବାଚନକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା। କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଥିଲା ବେଳେ ବିଜେପି ତରଫରୁ ପ୍ରଦୀପ ପୁରୋହିତ ପ୍ରାର୍ଥି ହୋଇଛନ୍ତି। ବିଜେଡି ତରଫରୁ ନିର୍ବାଚନ ଲଢିବେ ବର୍ଷା ସିଂ ବରିହା। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ହେଉଛନ୍ତି ବର୍ଷା। ବିଜୟ ରଞ୍ଜନ ସିଂ…