ନ୍ୟୁଜ୍, ପଲିଟିକ୍ସ ରେସରୁ ହଟୁଛି କଂଗ୍ରେସ December 8, 2022 କଂଗ୍ରେସର ସ୍ଥିତି ମଜବୁତ୍ ପାଇଁ ଚାଲିଛି ଭାରତ ଯୋଡୋ କାର୍ଯ୍ୟକ୍ରମ। ଯୋଡି ହେଉଛନ୍ତି କଂଗ୍ରେସର ନେତା ସମର୍ଥକ ଓ ଦଳୀୟକର୍ମୀ। ସଂଗଠନ ସଜାଡିବାକୁ ଅଣ୍ଟା ଭିଡୁଛି କଂଗ୍ରେସ। ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ମଙ୍ଗ ଧରିଛନ୍ତି। ଓଡ଼ିଶାରେ କିନ୍ତୁ ଏସବୁ ପ୍ରହସନ ପାଲଟିଛି। ରାଜ୍ୟ ନେତୃତ୍ୱର ଅଭାବ ଓ ଦଳୀୟ କନ୍ଦଳ ଓଡ଼ିଶାରେ…
Uncategorized ଆରମ୍ଭ ହେଲାଣି କାଉଣ୍ଟଡାଉନ୍:ଏଥର ଗୁଜୁରାଟ କାହାର November 4, 2022 ଗୁଜୁରାଟ ପଲିଟିକ୍ସ ଉପରେ ଏବେ ସାରା ଦେଶର ନଜର। ଗୁଜୁରାଟକୁ ନେଇ ଆରମ୍ଭ ହୋଇ ସାରିଛି କାଉଣ୍ଟଡ଼ାଉନ୍। ଗୁଜୁରାଟ ବିଧାନସଭା ନିର୍ବାଚନର ପାଇଁ ତାରିଖ ଘୋଷଣା ହେଲାପରେ ମାନସମନ୍ଥନ ଆରମ୍ଭ ହୋଇ ଯାଇଛି। ଗୁଜୁରାଟରେ ଡିସେମ୍ବର ୧ ଓ ୫ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ଓ ଡିସେମ୍ବର ୮ରେ ଫଳ…
Uncategorized ଅଣଗାନ୍ଧୀ ସଭାପତି:କିଏ ନେବେ କଂଗ୍ରେସର ନିଷ୍ପତ୍ତି ! October 20, 2022 କଂଗ୍ରେସର ସଭାପତି ନିର୍ବାଚନରେ ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ହୋଇଛନ୍ତି। କଂଗ୍ରେସର ପରିଚାଳନା ଭାର ସବୁବେଳେ ଗାନ୍ଧୀ ପରିବାର ହାତରେ ରହିଆସିଛି। ମାତ୍ର ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସ ନେତୃତ୍ୱ ଅଣଗାନ୍ଧୀ ପରିବାର ହାତକୁ ଯାଇଛି। କଂଗ୍ରେସର ନୂଆ ସଭାପତି ଭାବେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ…
Uncategorized, ନ୍ୟୁଜ୍, ପଲିଟିକ୍ସ କଂଗ୍ରେସରେ ତ୍ରିକୋଣୀୟ ଲଢ଼େଇ: ଜାଣନ୍ତୁ କିପରି ହୁଏ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ? October 2, 2022 କଂଗ୍ରେସ ହେଉଛି ଭାରତର ପ୍ରମୁଖ ଜାତୀୟ ରାଜନୈତୀକ ଦଳ। ଅନେକ ସମୟରେ ଗାନ୍ଧୀ ପରିବାରର ସଦସ୍ୟ ଏହାର ଅଧ୍ୟକ୍ଷ ଆସନରେ ବସୁଥିବା ବେଳେ କେବେକେବେ ଏ ପଦବୀ ପାଇଁ ନିର୍ବାଚନ ମଧ୍ୟ ହୋଇଛି। ତିନି ଦଶନ୍ଧିର ରେକର୍ଡକୁ ଆଲୋଚନା କଲେ ଜଣାଯାଏ ଯେ କଂଗ୍ରେସ ଅଧ୍ୟକ୍ଷତା କ୍ଷେତ୍ରରେ ଦୁଇଥର ନିର୍ବାଚନ ହୋଇଛି।…
ନ୍ୟୁଜ୍, ପଲିଟିକ୍ସ ଥରୁର ବନାମ ଖଡ଼ଗେ:କିଏ ହେବେ କଂଗ୍ରେସ ଅଧ୍ୟକ୍ଷ September 30, 2022 ସବୁ ସସ୍ପେନ୍ସର ଅନ୍ତ ଘଟି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥିଙ୍କ ନାଁ ଆଗକୁ ଆସିଛି। ପ୍ରାର୍ଥୀତ୍ୱକୁ ନେଇ ଅନେକ ନାଁ ଚର୍ଚ୍ଚାକୁ ଆସୁଥିଲା ବେଳେ ଏବେ ଫାଇନାଲ୍ ଆଉଟପୁଟ୍ ସାମ୍ନାକୁ ଆସିଛି। ଦୀର୍ଘ ୨୦ ବର୍ଷ ପରେ କଂଗ୍ରେସ ଗାନ୍ଧି ପରିବାରକୁ ବାଦ ଦେଇ ନିର୍ବାଚିନ ଜରିଆରେ ନିଜର ଅଧ୍ୟକ୍ଷ…
Connect With Us