
ସେଦିନ ଏମିତି କଣ ଘଟିଥିଲା,ଯାହା ଉତ୍କଳର ବରପୁତ୍ରଙ୍କୁ ସଜାଇଥିଲା ଇଣ୍ଡୋନୋସିଆର ଭୂମିପୁତ୍ର
ଆଜି ହେଉଛି ଆଧୁନିକ ଓଡିଶାର ବିଶ୍ୱକର୍ମା ତଥା ପ୍ରଗତିଶୀଳ ଓଡିଶାର ଭିତ୍ତି ନିର୍ମାତାଙ୍କ ଜନ୍ମ ଜୟନ୍ତୀ। ସେ ଏକାଧାରରେ ରାଜନୈତୀକ ଭାଗ୍ୟ ନିୟନ୍ତା,ଜାତୀୟତା ମନ୍ତ୍ରର ଉଦ୍ଗାତା,ଦୁଃସାହସିକ ବୈମାନୀକ,ଲୋକପ୍ରିୟ ଜନନାୟକ,ଶାସନର ସୁତ୍ରଧର ଓ ଗର୍ବ ଉତ୍କଳର। ରାଜ୍ୟର ରାଜରାସ୍ତା ଡେଇଁ,ଦେଶର ସୀମା ଅତିକ୍ରମ କରି ବିଦେଶରୁ ମଧ୍ୟ ଶୁଭେ ତାଙ୍କ ବୀରତ୍ତ୍ୱର ଲୋମଟାଙ୍କୁରା…
Connect With Us