ନ୍ୟୁଜ୍, ପଲିଟିକ୍ସ ମହାରାଷ୍ଟ୍ର ମହାଅଧ୍ୟାୟ:ସେବେକାର ଅଟୋ ଡ୍ରାଇଭର ହେଲେ ଏବେକାର ମୁଖ୍ୟମନ୍ତ୍ରୀ July 1, 2022 ମହାରାଷ୍ଟ୍ର ମହାପଲିଟିକ୍ସ। ସାରା ଦେଶର ନଜର କେନ୍ଦ୍ରୀଭୁତ କରିଥିବା ସତ୍ତା ଖେଳର ଫଳାଫଳ ଆସିଯାଇଛି। କ୍ଷମତାଚ୍ୟୁତ ହୋଇଛନ୍ତି ଉଦ୍ଦବ ଠାକରେ। ଶିବସେନା ହାତରୁ ଖସିଯାଇଛି ମହାରାଷ୍ଟ୍ରର ଶାସନ ଡୋରୀ। ବିଜେପି ସହଯୋଗରେ ଏକନାଥ ସିନ୍ଧେ ଆସନ ହାତେଇଛନ୍ତି। ଦେବେନ୍ଦ୍ର ଫଡନାବିସ ଓ ଏକନାଥ ସିନ୍ଧେଙ୍କ ଯୁଗଳବନ୍ଦୀରେ ମହାରାଷ୍ଟ୍ର ସରକାର ଗଠନ ହୋଇଛି।…
ନ୍ୟୁଜ୍, ପଲିଟିକ୍ସ ମହାରାଷ୍ଟ୍ର ମହାଡ୍ରାମା:ଫଡ଼ନାବିସ୍ ଇନ,ଉଦ୍ଧବ ଆଉଟ June 30, 2022 ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହେବାକୁ ଯାଉଛି ମହାଅଧ୍ୟାୟ। ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କର ପତନ ଘଟିଛି। ତମାମ ରାଜନୈତିକ ପଶାପାଲି ମଧ୍ୟରେ ସଂଖ୍ୟା ଗରିଷ୍ଠତା ହରାଇ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ। ବିଦ୍ରୋହୀ ବିଧାୟକଙ୍କ ମୁଖ୍ୟ ଏକନାଥ ସିନ୍ଦେ ଓ ବିଜେପି ନେତା ଦେବେନ୍ଦ୍ର ଫଡନାବୀସ ମିଶି ସରକାର ଗଠନ କରିବା ନେଇ…
Connect With Us