ନ୍ୟୁଜ୍, ପଲିଟିକ୍ସ BJDରେ ଅଛନ୍ତି ତ କେନ୍ଦ୍ରାପଡ଼ା ସାଂସଦ? ପ୍ରଚାର କରୁଛନ୍ତି ବର୍ଷା,ଅନୁଭବଙ୍କ ନାହିଁ ଦେଖା! November 2, 2022 ଭାରତୀୟ ରାଜନୀତିରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ସ୍ଥାନ ସ୍ୱତନ୍ତ୍ର। ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ କେନ୍ଦ୍ରପଡ଼ା ଲୋକସଭା ଆସନର ରହିଛି ଗୌରବମୟ ଇତିହାସ। ଜବାହରଲାଲ ନେହରୁଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ, କେନ୍ଦ୍ରାପଡ଼ାର ପ୍ରଥମ ସାଂସଦ ନିତ୍ୟାନନ୍ଦ କାନୁନଗୋ। ସେହିପରି ଲୋକସଭାର ବାଚସ୍ପତି ହୋଇଥିବା ଏକମାତ୍ର ଓଡ଼ିଆ, ରବି ରାୟ…
ନ୍ୟୁଜ୍, ପଲିଟିକ୍ସ ଚର୍ଚ୍ଚାରେ ଧାମନଗର:କିଏ ହେବ ବାଜିଗର ! October 21, 2022 ରାଜ୍ୟ ରାଜନୀତିରେ ଏବେ ଧାମନଗର ମୁଖ୍ୟ ପ୍ରସଙ୍ଗ ସାଜିଛି। ଧାମନଗର ଉପନିର୍ବାଚନକୁ ନେଇ ଏବେ କସରତ ଜୋର୍ ଧରିଛି। ଏହି ଉପନିର୍ବାଚନରେ କିଏ ବାଜି ମାରିବ ତାକୁ ନେଇ ଝାଳବୁହା ପରିଶ୍ରମ କରୁଛନ୍ତି ଉଭୟ ନେତା ଓ କର୍ମୀ। ୨୪ ଫାଇଟ ପୂର୍ବରୁ ତିନି ରାଜନୈତିକ ଦଳ ପାଇଁ ଏହା ବେଶ…
ନ୍ୟୁଜ୍, ପଲିଟିକ୍ସ ମୁର୍ମୁଙ୍କୁ ମୋହର ମାରିଥିବାରୁ ରାଗ ଶୁଝୋଉଛି କି କଂଗ୍ରେସ ! October 15, 2022 ଧାମନଗର ଉପନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ସରଗରମ। ରାଜକିଶୋର ପ୍ରାର୍ଥି ହେବା ପରେ ରାଜନୀତି ଏକ ଭିନ୍ନ ମୋଡ଼ ନେଇଛି। ତ୍ରିମୁଖି ଲଢ଼େଇରୁ ଆଉ ଦି ପାଦ ଆଗକୁ ଯାଇ ଧାମନଗରରେ ଚତୁର୍ମୁଖି ଲଢ଼େଇ ହେବାକୁ ଯାଉଛି। ବିଭିନ୍ନ ଦଳ ପକ୍ଷରୁ ଷ୍ଟାର୍ ପ୍ରଚାରକ ତାଲିକା ମଧ୍ୟ ପ୍ରକାଶ ପାଇଲାଣି।…
ନ୍ୟୁଜ୍, ପଲିଟିକ୍ସ ବିଜେଡ଼ି ପାଇଁ କଣ୍ଟା ଦଳୀୟ ବିଧାୟକ ! October 13, 2022 ନଭେମ୍ୱର ୩ ରେ ହେବ ଧାମନଗର ଉପନିର୍ବାଚନ। ଧାମନଗର ରାଜନୀତି ପାଣିପାଗ ଧିରେଧିରେ ଅଧିକ ଉଷ୍ମ ହେଲାଣି। ବିଜେପି ତରଫରୁ ଦିବଂଗତ ବିଧାୟକଙ୍କ ପୁଅ ସୂରଜ ସୂର୍ଜ୍ୟବଂଶୀ ପ୍ରାର୍ଥି ହୋଇଛନ୍ତି। ସୂରଜ ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି। ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ପ୍ରାର୍ଥି କରିଛି। ସସ୍ପେନ୍ସର ଅନ୍ତ ଘଟାଇ…
ନ୍ୟୁଜ୍ ବିଷ୍ଣୁଙ୍କ ପୁଅ ବିଜେପି ପ୍ରାର୍ଥୀ:ଛିଡ଼ୁନି ବିଜେଡ଼ି କଂଗ୍ରେସର ପ୍ରାର୍ଥୀ ଗଣିତ ! October 11, 2022 ଧାମନଗର ଉପନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର ୧୭ରେ ବିଷ୍ଣୁଙ୍କ ଦେହାନ୍ତ ପରେ ଏ ଆସନ ଖାଲି ପଡିଛି। ଉପନିର୍ବାଚନର ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ୭ ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ୧୪ ରେ…
ନ୍ୟୁଜ୍, ପଲିଟିକ୍ସ ଅନୁକମ୍ପା କାର୍ଡ ଖେଳିବ ବିଜେପି ! October 7, 2022 ଧାମନଗର ବିଧାୟକ ତଥା ଓଡ଼ିଶା ବିଧାନସଭାର ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ହେବାକୁ ଯାଉଛି। ନଭେମ୍ବର ୩ରେ ଭଦ୍ରକ ଜିଲ୍ଲାର ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଧାମନଗର ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ପ୍ରାର୍ଥୀ ଚୟନ ଓ ନିର୍ବାଚନ…
ନ୍ୟୁଜ୍, ପଲିଟିକ୍ସ ରାଜ୍ୟ ଦେଖିବ ଆଉ ଦୁଇଟି ଉପନିର୍ବାଚନ:ବାଜିମାତ୍ ପାଇଁ ପଦଯାତ୍ରା ପଲିଟକ୍ସ October 4, 2022 ରାଜ୍ୟ ରାଜନୀତି ଧିରେଧିରେ ଉଷ୍ମ ହେବାରେ ଲାଗିଛି। ରାଜ୍ୟରେ ହେବାକୁ ଯାଉଛି ଦୁଇଟି ଉପନିର୍ବାଚନ। ଧାମନଗର ବିଧାୟକ ବିଷ୍ଣୁ ସେଠୀ ଓ ପଦ୍ମପୁର ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରେ ଦୁଇଟି ଆସନ ପାଇଁ ଉପନିର୍ବାଚନ ହେବ। ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ଶୂନ୍ୟ ହୋଇଥିବା ଧାମନଗର…
Connect With Us